ସୋନପୁର/ଓମପ୍ରକାଶ ମିଶ୍ର: ସୋନପୁର ସହରରେ ଥିବା ଗାନ୍ଧୀ ପଡିଆରେ ମଙ୍ଗଳବାର ସାପ୍ତାହିକ ବଜାର ହୋଇଥାଏ । ଏହି ବଜାରରେ ବ୍ୟବସାୟୀ ମାନେ ପନିପରିବା ବିକ୍ରି କରିଥାନ୍ତି । ଏହି ମାର୍କେଟରେ ଆଜିର ପରିବା ଦର ଆଳୁ ୧୫, ପିଆଜ ୨୫, ଭେଣ୍ଡି କିଲୋପ୍ରତି ୧୦ଟଙ୍କା, ପୋଟଳ ୩୦ ଟଙ୍କା, ଶାଗ ୪୦ଟଙ୍କା, ଗାଜର ୩୦ଟଙ୍କା, ଶିମଲା ୬୦ଟଙ୍କା, କାକୁଡି ୨୦ଟଙ୍କା, ଜହ୍ନି ୩୦, ଟମାଟୋ ୩୦ ଟଙ୍କା, କାଙ୍କଡ଼ ୬୦ଟଙ୍କା, କଲରା ୨୦ଟଙ୍କା, ବାଇଗଣ ୩୦, ଭେଣ୍ଡି ୨୦, ପୋଟଳ ୩୦, ବନ୍ଧାକୋବି ୪୦, ଫୁଲାକୋବି ୮୦, କଲରା ୪୦, କାଙ୍କଡ଼ ୬୦, କରଡ଼ି ୮୦, କଞ୍ଚାଲଙ୍କା ୧୦, ମାଖନ ୨୦, ମୂଳା ୩୦ ଟଙ୍କା କିଲୋପ୍ରତି ବିକ୍ରି ହେଉଥିବାର ଦେଖିବାକୁ ମିଳିଛି।