ନୂଆଦିଲୀ୍ଲ (ରିପୋର୍ଟର୍ସ ଟୁଡେ) : ଗତ କିଛି ଦିନ ଧରି ଲଗାତାର ଭାବେ ପେଟ୍ରୋଲ-ଡିଜେଲ୍ ଦର ବଢିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି ବା ସରକାରଙ୍କ ଟିକସ୍ ବୃଦ୍ଧି ଯୋଗୁଁ ସିଧାସଳଖ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ପଡ଼ୁଛି ।
ଜୁନ୍ ୨୯ ତାରିଖରୁ ପେଟ୍ରୋଲ୍ ଲିଟର ପିଛା ୩୧ ଟଙ୍କାରୁ ୩୫ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୬ରୁ ୩୦ ପଇସା ବୃଦ୍ଧି ପାଇଛି । ଦେଶର ଅନେକ ଜାଗାରେ ପେଟ୍ରୋଲ ଲିଟର୍ ପିଛା ୧୦୦ ଟଙ୍କା ରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର୍ ପିଛା ୧୦୫ ଟଙ୍କା ପହଞ୍ଚିଥିବା ବେଳେ । ଦିଲ୍ଲୀ ରେ୯୯ ଟଙ୍କାରେ ପହଞ୍ଚୁଛନ୍ତି ।