ବେଡ଼୍ ରୁମରେ ପ୍ଲାଷ୍ଟିକ ଫୁଲ ରଖିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥାଏ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବାସ୍ତ୍ରୁ ଶାସ୍ତ୍ରରେ କୁହାଯାଇଛି ଘରେ ପ୍ଲାଷ୍ଟିକ ଫୁଲ ବା ଗଛ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ କଳହ ହୁଏ ଏବଂ ଆପଣ ଘର ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ଏପରିକି ବେଡ଼୍ ରୁମରେ ପ୍ଲାଷ୍ଟିକ ଫୁଲ ରଖିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ ।
ବସ୍ତ୍ୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଘରେ ଶୁଖିଲା ଫୁଲ ବି ରଖନ୍ତୁ ନାହିଁ । ଶୁଖିଲା ଫଉଲରୁ ଘଷର ମୃତ ଶକ୍ତି ଉପତ୍ନ ହୋଇଥାଏ । ସେଥିପାଇଁ ଘରେ ସବୁବେଳେ ସଜେତ ଫୁଲ ହିଁ ରଖନ୍ତୁ । ସତେଜ ଫୁଲ ଘରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହା ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ । ଏହା ସହ ଆପଣଙ୍କ ନିଜ ମନ ମଧ୍ୟ ଶାନ୍ତ ଓ ପ୍ରଫୁଲ୍ଲ ରହିଥାଏ ।