ଦେଶର ୯୫୪ ଜଣଙ୍କୁ ପୁଲିସ ପଦକ, ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ମେଡାଲ୍‌

0

ଭୁବନେଶ୍ୱେର : ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପୋଲିସ ପଦକ । ସାହସିକତା ସେବା ପାଇଁ ଓଡିଶାର ୪ଜଣଙ୍କୁ ପୋଲିସ ପଦକ । ବାସୁଦେବ ପ୍ରହ୍ଲାଦ ହିମିରିକାଙ୍କୁ ପଦକ । ଏଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡେ ଦୁନୀଲ ବରିହାଙ୍କୁ ପଦକ ।ସୁଜିତ କୁମାର ରାଣାଙ୍କୁ ସାହସିକତା ପଦକ । ADG ସଂଜୟ ଜୁମାର, ଏଏସପି ରବିନ୍ଦ୍ର ଶତପଥୀଙ୍କୁ ପଦକ । IG ଡ.ଦୀପକ କୁମାର , ଏଏସପି ଅନନ୍ତ ଚରଣ ପତିଙ୍କୁ ପଦକ ।ଅତିରିକ୍ତ ଏସପି ବେଣୁଧର ନାୟନଙ୍କୁ ପ୍ରଶଂସନୀୟ ପଦକ । ଡିଏସପି ରାଜୀବ ଲୋଚନ ପଣ୍ଡାଙ୍କୁ ପ୍ରଶଂସନୀୟ ପଦକ ।

ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତୀର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନଷ୍ଟେବଳ ସୁଶାନ୍ତ କୁମାର ମାଝୀ ଓ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ପ୍ରଂଶସନୀୟ ସେବା ପାଇଁ ପଦକ ଦିଆଯିବ ।

ଦେଶରେ ମୋଟ୍ ୯୫୪ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପାଇଁ ଦେଶରେ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଦିଆଯିବ। ୨୨୯ଜଣଙ୍କୁ ସାହସିକତା ପାଇଁ ପୋଲିସ ପଦକ, ୮୨ଜଣଙ୍କୁ ଅତି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଓ ୬୪୨ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ।