ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ

0

ରଜନୀକାନ୍ତ ପାତ୍ର/ହିଞ୍ଜିଳି : ଗଞ୍ଜାମ ଗଙ୍ଗାପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ । ଆଡ୍ଡା ରୁ ୭ଜଣ ଜୁଆଡି ଗିରଫ ହୋଇଥିିବାବେଳେ ନଗଦ ୩୦ ହଜାର ୪୬୦ ଟଙ୍କା ଓ ୪ଟି ମୋବାଇଲ ଜବତ ହୋଇଛି ।