ପଦ୍ମ ଧରିଲେ ପ୍ରତ୍ୟୁଷା

0

(ରିପୋର୍ଟସ ଟୁଡ଼େ / ସରୋଜ ରାଉତ ) : କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଶେଷରେ ପଦ୍ମ ଧରିଲେ ପ୍ରତ୍ୟୁଷା । କନ୍ଦମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେପି ବିଧାୟକ ଦଳ ନେତା କେଭି ସିଂ ଦେଓଙ୍କ ଘରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ର୍ଧମେନ୍ଦ୍ର ପ୍ରଧାନ , ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।