ମୟୁରଭଞ୍ଜ : ମୟୂରଭଞ୍ଜରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଙ୍ଗାମାଟିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନ୍ମମାଟିରେ ପହଞ୍ଚିବା ପରେ ଜନତା ତାଙ୍କୁ ପୁଲ ତୋରଡା ସ୍ୱାଗତ କରିଥିଲେ । ପ୍ରଥମେ ଉପରବେଡା ସରକାରୀ ସ୍କୁଲରେ ପହଞ୍ଚି ସେଠାରେ କାଯ୍ୟକ୍ରମରେ ସାମିଲ । ସ୍କୁଲର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଗାଲୋକଙକ୍ ସହିତ କିଛି ଆଲୋଚନା କରିବେ । ଏନେଇ ସୁରକ୍ଷା କାଯ୍ୟ କଡାକଡି କରାଯାଇଛି ।