ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାରବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଏବେ ବିମାନବନ୍ଦରରୁ ସିଧାସଳଖ ଗାଡକଣ ଅଭିମୁଖେ ଯାଉଛନ୍ତି ମୋଦି । ସେଟାରେ କାର୍ଯ୍ୟକ୍ରମ ଶାରି ଜନତାମ ମଇଦାନ ଯିବେ ପ୍ରଧାନମନ୍ତ୍ରୀ ।