ଭୁବନେଶ୍ୱର: ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ବିସ୍ପୋରକ ବୟାନ | ବର୍ତମାନ ବିଜେଡି ଉପରେ ଲୋକଙ୍କ ଭରସା ନାହିଁ | ବିଜେଡି ର କର୍ମୀମାନେ ଭାଙ୍ଗି ଗଲେଣି | ବିଜେଡି ସାଂସଦ ଗୋଟିଏ ପରେ ଗୋଟିଏ ଦଳ ଛାଡ଼ୁଛନ୍ତି | ଭରସା ଦେଖେଇ ଦଳୀୟ କର୍ମ କର୍ତ୍ତା ଙ୍କୁ ରଖିବା ପାଇଁ ପ୍ରୟାସ ଚାଲିଛି | ଆଗାମୀ ଦିନ ରେ ବିଜେଡି ରହିବ କି ନାହିଁ ଡାଉଟ | ବିଜେଡି ନେତା ବର୍ତ୍ତମାନ ଯାଉନାହାନ୍ତି, ବୁଲୁନାହାନ୍ତି ବିଧାନସଭା ଯାଉନାହାନ୍ତି ବସୁନାହାନ୍ତି କିଏ ବିଜେଡି ର ନେତୃତ୍ବ ନେବ ଜଣାପଡ଼ୁନି | ସରକାର ଗଲା ପରେ ଅସହାୟ ହୋଇପଡିଛନ୍ତି | ସାରା ଦେଶରେ ମୋଦି ଙ୍କ ହାୱା, ଡବଲ ଇଂଜିନ ସରକାର ଚାଲିଛି କାହିଁକି ଭାଙ୍ଗି ଯାଉଥିବା ଦଳ କୁ କିଏ ଯିବ | ବିଜେଡି ର ଅନେକ ନେତା ଅଛନ୍ତି ବିଜେପି ଆସିବା ପାଇଁ | ତାଙ୍କ ଭିତରେ ଭରସା ନାହିଁ ବିଜେଡି ଆଉ ରହିବ |ଆଗାମୀ ଦିନ ରେ ବିଜେଡି ଵାଲା ଇଆଡ଼େ ସିଆଡେ ହୋଇଯିବେ | ବିଜେପି ହିଁ ଓଡ଼ିଶାରେ ରାଜ କରିବ |