ଆସନ୍ତାକାଲିଠାରୁ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି

0

(ମମତା ସାମଲ): ଆସନ୍ତାକାଲି ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି,୩ରୁ ଦୈନିକ ପ୍ରାୟ ୧୫ରୁ ୧୭ହଜାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ କ୍ରିଷନ କୁମାର କହିଛନ୍ତି ଫେବୃୟାରୀ ମାସରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି କୋହଳ କରାଯିବ ।