ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ତିବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ ସୁରକ୍ଷା ବ୍ୟବସ୍ଥା ରହିଛି । ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ଜେଡ ସୁରକ୍ଷା ପ୍ରଦାନ କରାଯାଇଛି । ଉଭୟଙ୍କୁ ଜେଡ ଶ୍ରେଣୀ ସିଆରପିଏଫ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ପୁରୀ ସାଂସଦ ସମ୍ବିତ ପାତ୍ର ଏବେ ମଣିପୁର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି।