ପୁଷ୍ପା ୨ ସ୍କିନିଂ ସମୟରେ ଦଳାଚକଟା ଘଟଣା: ଭେଣ୍ଟିଲେଟରରେ ଆହତ ଶିଶୁ

0

ହାଇଦ୍ରାବାଦ : ହାଇଦ୍ରାବାଦର ସାଉଥ ଥିଏଟରରେ ଦଳାଚକଟାରେ ଆହତ ହୋଇଥିବା ଶିଶୁ ଏବେ ଗୁରୁତର। ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପୁଷ୍ପା ୨ ସ୍କିନିଂ ସମୟରେ  ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗୋଟିଏ   ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।  ଏବଂ ତାଙ୍କର ୮ ବର୍ଷର  ଶିଶୁ ଆହତ ଥିଲେ । ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ।  ଦୁର୍ଘଟଣାରେ ଶିଶୁର ଅବସ୍ଥା ବର୍ତ୍ତମାନ ଗୁରୁତର ଆହତ ହୋଇଛି । ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ରିପୋର୍ଟ ଅନୁସାରେ ଜଣାପଡିଛି  ଶିଶୁର  ସ୍ନାୟୁଗତ ଅବସ୍ଥାର କିଛି ଉନ୍ନତି ହୋଇନାହିଁ ।