ପଦ ଛାଡିଲେ ରଘୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୁର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫାର କାରଣ ବ୍ୟକ୍ତିଗତ ବୋଲି ସେ ଦର୍ଶାଇଛନ୍ତି । ପଦରୁ ଇସ୍ତଫା ଦେବା ପରେ ରଘୁନାଥ କହିଛନ୍ତି, ସେ ବିଜେଡିରେ ରହିଛନ୍ତି । ସେ ତାଙ୍କ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି ସେ ଦଳରେ ଥିଲେ ଓ ଉପସଭାପତି ରହିଛନ୍ତି । ଟିକେଟ ଦେବା ନ ଦେବା ସୁପ୍ରିମୋଙ୍କ ହାତରେ ।