ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କ ଘରେ ଚଢାଉ

0

(କଟକ):  ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କ କଟକର ସିଡିଏ ସ୍ଥିତ ଘରେ ଚଢାଉ ହୋଇଛି । ଚଢାଉ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୮ଟି ବନ୍ଧୁକ ଓ ବିପୁଳ ଗୁଳି ପୋଲିସକୁ ମିଳିଛି । ଏନେଇ ଏଯାଏ ଅଧିକ ସୂଚନା ମିଳିପାରିନାହି ।