ପାନ ମସଲା ଦୋକାନ  ମାନଙ୍କରେ ଚଢ଼ାଉ  କରି ଜରିମାନା ଆଦାୟ.

0

ସୁବର୍ଣ୍ଣପୁର  : ସହରରେ ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ଓ ବିକ୍ରୟ ନିଷେଧ ପାଇଁ ଏକ  ଟିମ ଗଠନ ହୋଇ ବିଭିନ୍ନ  ପାନ ମସଲା ଦୋକାନ  ମାନଙ୍କରେ ଚଢ଼ାଉ କରିଥିଲେ ।  ସୋନପୁର ସହର ସମସ୍ତ ପାନ ମସଲା ଦୋକାନ ମାନଙ୍କରେ ତମାଖୁ ଜାତୀୟ ଦ୍ରବ୍ୟ ର ବିକ୍ରୟ ଓ ବ୍ୟବହାର ଉପରେ ନିଷେଧ ପାଇଁ ଏକ ଟିମ  ଚଢ଼ାଉ ଓ ଜୋରିମାନ ମୋଟ ୨୨ ଗୋଟି  ଦୋକାନ  ଉପରେ ଚଢ଼ାଉ କରି ୩୮୦୦ ଟଙ୍କା ତାଙ୍କ ଠାରୁ ଆଦାୟ କରିଥିଲେ । ଏହି ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ଡ୍ରଗୁ ଇନିସ୍ପେକଟର ସମତେ ସୋନପୁର ପୋଲିସ ସହାୟତାରେ ବିଭିତ୍ତ ଦୋକାନ ମାନଙ୍କୁ ଚଢ଼ାଉ ସହ ସଚେତନତା କରାଇଥିଲା I