ହାରିଲେ ବର୍ଷା, ଜିତିଲେ ବିଜେପି ପ୍ରାର୍ଥୀ ଅମର କୁମାର

0

ଭୁବନେଶ୍ଵର:ହାରିଗଲେ ଅଭିନେତ୍ରୀ । ବଡଚଣାରେ ଚାଲିଲାନି ସେଲିବ୍ରିଟି କାର୍ଡ । ଏହରି ଭିତରେ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୧୮ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ଆସନରେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ ବିଜୟ ହାସଲ କରିଛନ୍ତି। ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୧୦ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରି ଆସନ ଅକ୍ତିଆର କରିଛନ୍ତି ଅମର।