ଭୁବନେଶ୍ୱର: ଗଛ ଲଗାଇଲେ ରାଜମୌଲି ଓ ମହେଶବାବୁ। କୋରାପୁଟ ଦେଓମାଳିରେ ଫିଲ୍ମ ସୁଟିଂ ସାରିବା ପରେ ସେଠି ଗଛ ଲଗାଇଛନ୍ତି। ଦେଓମାଳି ଶୃଙ୍ଖରେ ପ୍ରକୃତିର କୋଳରେ ଥିବା କଟେଜ୍ ରେ ବେଶ୍ କିଛି ଦିନ କାଟିଥିଲେ ବାହୁବଳୀ ନିର୍ଦ୍ଦେଶକ ରାଜମୌଲି ଓ ସାଉଥ୍ ସେନସେସନ୍ ମହେଶବାବୁ।
ଙ୍କୁ ଦେଓମାଳି ଏତେ ଭଲ ଲାଗିଲା ଯେ ସେଠି ରହିବା ସହ ଯିବା ବେଳେ ଗଛ ଲଗାଇଥିଲେ। କୋରାପୁଟ ବନ ବିଭାଗ ସହ ମିଶି ଏହି ସମୟକୁ ଫଟୋରେ କଏଦ ବି କରିଛନ୍ତି।