ମାଘମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାପ୍ରକଟ କରିଛନ୍ତି । ଯାତ୍ରାରେ ଚାଲିଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଚାରିଆଡୁ ସମାଲୋଚିତ ହେବା ପରେ ବିଭାଗ ପକ୍ଷରୁ ଯାତ୍ରା ଉପରେ ନୂଆ ଆଇନ ଆଣିବାକୁ ଘୋଷଣା । ଯାତ୍ରାରେ ଅଶ୍ଳୀଳତା ବନ୍ଦହେବା ନେଇ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟାରେ ତୁରନ୍ତ କଠୋର ଆଇନ ନ ନେବାକୁ ଯାତ୍ରା ମାଲିକଙ୍କ ଅନୁରୋଧ କରିଛନ୍ତି । ସେପଟେ ଅତି ଜଲଦି କଠୋର ଆଇନ ନ ନିଆଯାଇ କିଛି ସମୟ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ । ଖଣ୍ଡଗିରି ମେଳା ନେଇ ପୋଲିସ ବିଭାଗ ଗୃହ ବିଭାଗ ଆଇନ ଶୃଙ୍ଖଳା ଦିଗକୁ ଦେଖୁଛି। ଅଶ୍ଳୀଳତ କୁ ନେଇ ମାର୍ଗଦର୍ଶିକା ଆମେ ଜାରି କରିବାକୁ ଯାଉଛୁ ବୋଲି କହିଛନ୍ତି ଯାତ୍ରା ମାଲିକ। । ଯାତ୍ରା କମିଟି, ଯାତ୍ରା କଳାକାର,ଏହା ସହ ମାଲିକଙ୍କ ସହ ଆଲୋଚନା ହୋଇଛି।ଅତି ଜଲଦି କଠୋର ଆଇନ ନ ନିଆଯାଇ କିଛି ସମୟ ସେମାନଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ ।