(ଭୁବନେଶ୍ୱର-ରାଜେଶ ସାହୁ) ଏଣିକି ରାଜ୍ୟରେ ମଜାନେଇ ପାରିବେ ଓଡିଶା ବାସୀ । ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳାରେ ହେବ ରୋପ ୱେ । ଧଉଳିଗିରି,ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ୱ, ପୁରୀ-କୋଣାର୍କରେ ହେବ ରୋପ ୱେ । ଏତି ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଥି ପାଇଁ ପ୍ରସ୍ତାବ ପ୍ରକ୍ରୀୟା ଆରମ୍ଭ ହୋଇଛି ଏନେଇ ସୂଚନା ଦେଇଛନ୍ତି ବର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରୀହିଙ୍କ । ଏତେତ ବ୍ୟତିତ ସବୁ ପର୍ଯ୍ୟଟନ କ୍ଷେତ୍ରରେ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ପର୍ଯ୍ୟଟନ କ୍ଷେତ୍ରର ସ୍ଥିତି ପରଖି ସେଥିକାର ଜିଲ୍ଲାପାଳ କଟକଣା ନିଷ୍ପତି ନେବେ । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟନଙ୍କ କୋଭିଡ ଷ୍ଟେଟ ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।