5T ସ୍କୁଲରେ ଦୁର୍ନୀତି ଅନିୟମିତତା ନେଇ ଗୃହରେ ଶାସକ ଦଳ ବିଧାୟକ ଙ୍କ ଉଦବେଗ

0

ବିଧାନସଭା;୫-ଟି ସ୍କୁଲ ରେ ଦୁର୍ନୀତି ହୋଇଛି ତଦନ୍ତ କରନ୍ତୁ ସରକାର ବୋଲି ଦାବି କଲେ ଶାସକ ଦଳ ବିଧାୟକ ଭାସ୍କର ମଢେଇ ନିଆଁ ରେ ଘିଅ ଢ଼ାଳିଲେ ବିଜେପି ବିଧାୟକ ସନାତନ ବିଜୁଳି ବିନା ଟେଣ୍ଡରରେ ୫-ଟି କାମ ହୋଇଛି |୫-ଟି ରେ ଫାଟ ଦେଖାଗଲାଣି | ୫-ଟି ବିଲଡିଂ ରେ ବଡ଼ ଦୁର୍ନୀତି ହୋଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଧେଶ ଦିଅନ୍ତୁ ସରକାର | ଏହା ଉପରେ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଉତ୍ତର ଗୁରୁତର ସହ ନେବୁ | ସ୍ପେସିଫିକ ଅଭିଯୋଗ ଆସିଲେ ତଦନ୍ତ ପାଇଁ ବିଚାର କରାଯିବ|