ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ “ସାଗରମାଳା” ରାଜ୍ୟସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ

0

ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ “ସାଗରମାଳା” ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବନ୍ଦରଭିତ୍ତିକ ସମୃଦ୍ଧିରେ ଏହି ପ୍ରକଳ୍ପ ସହାୟକ ହେବ ଏଥିରେ କୁହାଯାଇଛି । ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଓ ସମ୍ପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ କ୍ଷ ଏଥି ସହିତ ଏଥି ସହିତ ଏହି ବୈଠକରେ ମଧ୍ୟ ରାଜ୍ୟରେ ‘ଲକ୍ଷ୍ମୀ’ ବସ ସେବାର ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚିତ ହୋଇଯାଇଛି ।