ସମ୍ବିଧାନ ବଚାଂଓ ସମାବେଶ ଉଦଯାପନ

0

(ଦୀପକ କମୁାର ): ଯାଜପୁର ଜିଲ୍ଲା ଧର୍ମଶାଳାର ମଧୁସୂଦନ ପୁର ପଂଚାୟତ ସ୍ଥିତ ମଝିକାପୁର ଖେଳ ପଡ଼ିଆରେ ମିଳିତକ୍ରିୟା ଅନୁଷ୍ଠାନ ପକ୍ଷରୁ ସମ୍ବିଧାନ ବଚାଂଓ ସମାବେଶର ଉଦଯାପନ ହୋଇଯାଇଛି । ଉତ୍ସବରେ ବୁଦ୍ଧିଷ୍ଟ ଭ୍ରନ୍ତି ବୁୁଦ୍ଧଯୋଗ ପ୍ରଦିପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୁର୍ବତନ ବିର୍ଧାୟକ କୃଷ୍ଣଚନ୍ଦ୍ର ସଗରିଆ,ମୁଖ୍ୟବକ୍ତା ଆର.ଏନ.ବେହେରା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅକ୍ଷୟ ମଲିକ, କଳ୍ପନା ମଲିକ ଯୋଗ ଦେଇଥିବା ବେଳେ କାଳନ୍ଦିମଲିକ ସଭାପତିିତ୍ୱ କରିଥିଲେ । ଆର୍ତ୍ତତ୍ରାଣ ମଲ୍ିକ ସଭା ପରିଚାଳନା କରିଥିଲେ । ଗୟାଧର ମଲିକ.ନାରାୟଣ ମଲିକ, ଦୁଷ୍ମତ ମଲିକ ସମେତ ବହୁ ବରିଷ୍ଠ କର୍ମିୀ ସଯଯୋଗ କରିଥିଲେ । ଶେଷରେ ଅଭିମନ୍ୟୁ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।