ନବୀନଙ୍କ ତାଗିଦ୍ ପରେ ମୁହଁ ଖୋଲିଲେ ସନା

0

ଭୁବନେଶ୍ୱର: ନବୀନ ପଟ୍ଟନାୟକ ମୋତେ କହିଲେ କାହିଁକି ଗତକାଲି ବୈଠକ କୁ ଆସିଲ ନାହଁ। ମୁଁ ଉତ୍ତରରେ କହିଥିଲି ମୋ ଦେହ ଖରାପ ଯୋଗୁଁ ମୁଁ ଆସିପାରିନଥିଲି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋ ଜିଲ୍ଲାର । ସରକାରୀ କାର୍ଯ୍ୟକ୍ରମରେ ମୋତେ ଡାକୁଛନ୍ତି ମୋର ଯିବାର କଣ କୈାଣସି ଅଧୀକାର ନାହଁ। ମୁଁ ବିକାଶ ଚାହେଁ ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହ ବସୁଛି। ମୁଖ୍ୟମନ୍ତ୍ରୀଙ୍କ ଯେତେବେଳେ ସରକାରୀ କାର୍ଯ୍ୟକ୍ରମ କରୁଛନ୍ତି ମୋତେ ଡାକୁଛନ୍ତି ମୋ ସହିତ ଆଉ ଦୁଇ ବିଧାୟକ ଅଭିମନ୍ୟୁ ସେଠୀ ଏବଂ ବଦ୍ରିନାରାୟଣ ପାତ୍ର ଙ୍କୁ ବି ଡାକୁଛନ୍ତି ଯିବାରେ କଣ ଅସୁବିଧା ଅଛି। ନବୀନ ପଟ୍ଟନାୟକ କାହିଁକି ବିରକ୍ତି ପ୍ରକାଶ କରୁଛନ୍ତି କଣ ତାଙ୍କ ମନରେ ଥିବ ମୁଁ କହିପାରିବି ନାହଁ। ମୋ ଜିଲ୍ଲାର ବିକାଶ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଙ୍କ ସହ ବସିବି। ମୁଁ ବିକାଶ ସହିତ ଅଛି।