(ରିପୋର୍ଟସ ଟୁଡେ): ଗତକାଲି କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ମୂଲ୍ୟ ହ୍ରାସ କରାଇଛନ୍ତି । ଏହାସହିତ ଗତକାଲି ସମସ୍ତ ରାଜ୍ୟ ସରକାରଙ୍କୁ ଉତ୍ପାଦ ଶୁଳ୍କ ଭାଟ୍ ୨ ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ ଅପିଲ୍ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।
ଏପଟେ ବଜଡି ମୂଖପାତ୍ର ସମ୍ମିତ ପାତ୍ର କହିଛନ୍ତି କେନ୍ଦ୍ର ସରକାର ୨ ଟଙ୍କା ୫୦ ପଇସା ହ୍ରାସ କରିବା ସମୂଦ୍ରକୁ ଶଙ୍ଖେ ଭଳି ସଦୃଶ । ଏବଂ ଦେଶର ୨୧ଟି ବିଜେପି ଶାସିତ ରାଜ୍ୟ ମଧ୍ୟରୁ ଅନେକ ଏ ପର୍ୟ୍ୟନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅପିଲ୍ କୁ ପାଳନ କରି ନାହାନ୍ତି । ତେଣୁ ପ୍ରଥମେ ନିଜ ଘର କଥା ସଜଡିବା ସହ ବିଜେଡି ନେତା ସସ୍ମିତି ପାତ୍ର ଆଉ କଣ କହିଛନ୍ତି ଆସନ୍ତୁ ଶୁଣିବା ।