SBI ର ଡେପୁଡି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ

0

ଭୁବନେଶ୍ୱର:ରାତାରାତି ଉଚ ଅଭିଳାଷ ଆଶା ଧୂଳିଶାତ ହେଲା ।  Sbi ଡେପୁଡି ମ୍ୟାନେଜରଙ୍କୁ ଜେଲ ଯିବାକୁ ପଡିଲା । ରାତାରାତି ବଡ଼ ହେବାର ନିଶା ଶେଷରେ କାଠ କଡା ଭିତରକୁ ଟାଣିନେଲା SBI ର ଡେପୁଡି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ ।  ଫୁଲବାଣୀ ବ୍ରାଞ୍ଚ ର ଡେପୁଟି ମ୍ୟାନେଜର ଥିଲେ  ଆଶୁତୋଷ । ଆଶୁତୋଷ ଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ eow l ସେ ଡେପୁଟି ମ୍ୟାନେଜର ଓ ଫିଲଡ ମ୍ୟାନେଜର ଥିଲେ । ବେଆଇନ ଭାବେ ସେ 59ଟି ଏକ୍ସପ୍ରେସ କ୍ରେଡିଟ ଲୋନ ଅନୁମତି ଦେଇଥିଲେ । 26ଟି  ପେନସନ ଲୋନ ମଧ୍ୟ ଅନୁମତି ଦେଇଥିଲେ, ଯେଉଁମାନେ ପେନସନ ପାଇବା ଯୋଗ୍ୟ ନୁହନ୍ତି ସେମାନକୁ ମଧ୍ୟ ଅନୁମତି ଦେଇଥିଲେ l 8 କୋଟି 1ଲକ୍ଷ 87 ହଜାର ଟଙ୍କା ଠକେଇ କରିଥିଲେ ଠକେଇ ଟଙ୍କା ନିଜର ପରିବାର ଲୋକଙ୍କୁ ଟ୍ରାଞ୍ଜନକ୍ସ କରିଥିଲେ ।  2021ସେପ୍ଟେମ୍ବର ରୁ 2022 ସେପ୍ଟେମ୍ବର ମଧ୍ୟରେ ଏହି ଘୋଟଲା ହୋଇଥିଲା ।  59ଟି ଏକ୍ସପ୍ରେସ କ୍ରେଡିଟ ଲୋନ ପାଇଁ 6କୋଟି 77ଲକ୍ଷ 30ହଜାର ସାସ୍କନ କରିଥିଲେ । 99ଲକ୍ଷ 82ହଜାର 795 ସାକ୍ସନ କରିଥିଲେ lଏହି ସବୁ ଟଙ୍କା ଗୁଡିକ ବେଆଇନ ଭାବେ ପରିବାରର ମୃତ ବ୍ୟକ୍ତି ଙ୍କ ନାମରେ ଟଙ୍କା ସାକ୍ସନ କରି ଟଙ୍କା ହଡ଼ପ କରିଥିଲେ ।