ସୁନ୍ଦରଗଡରେ ଅଦିନିଆ ବର୍ଷା , ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ଓଡିଶା By SUDESNA JANA Last updated Dec 7, 2023 0 Share ସୁନ୍ଦରଗଡ : ୩ ଦିନ ହେଲା ସୁନ୍ଦରଗଡରେ ଅଦିନିଆ ବର୍ଷା ଲାଗି ରହିଛି । ତାକୁ ଦୃଷ୍ଟରେ ରଥି ସୁନ୍ଦରଗଡ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଶଣା କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୁଚିତ କରାଇ ଦିଆଯାଇଛି । #REPOTERS TOADYOdisha 0 Share FacebookTwitterGoogle+ReddItWhatsAppPinterestEmail