(ଦୀପକ କୁମାର): କଟକ ଜିଲ୍ଲା ମାହାଙ୍ଗା ଥାନା ବାଜ ପୁରା ଗ୍ରାମର ଜଣେ ଯୁବତୀ ଙ୍କୁ ଗତ ୧୩ ତାରିଖରେ ଦୁଇ ଜଣ ମୁସଲମାନ ଯୁବକ ଏକ କାର୍ ରେ ଅପହରଣ କରି ଦୀର୍ଘ ୧୯ ଦିନ ଧରି ଅଜଣା ସ୍ଥାନରେ ରଖି ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେବା ସହିତ ଧର୍ମ ପରିବର୍ତନ କରିବାକୁ ବାଧ୍ୟ କରିଥିଲେ
ତେବେ ଦୀର୍ଘ ୧୯ ଦିନ ପରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନଙ୍କୁ ଗିରଫ୍ କରାଯାଇ ନଥିବାରୁ ବାଧ୍ୟ ହୋଇ ସମ୍ପୃକ୍ତକ୍ଷ ଯୁବତୀ ଓ ପରିବାର ଓ ଅଂଚଳବାସୀ ଙ୍କ ସହିତ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପୂର୍ବ ଓଡିଶା ସଭାପତି ଅନିଲ କୁମାର ସେଠୀ ଏବଂ ରାଷ୍ଟ୍ରୀୟ ମହିଳା ପରିଷଦ ବାଲେଶ୍ୱର ଜିଲା ଅଧକ୍ଷକ୍ଷ ରେବତୀ ନାୟକ ପ୍ରମୁଖ ସାଲେପୁର ଝଊଚଙ ଙ୍କ କାର୍ୟ୍ୟାଳୟରେ ପହଂଚି ତୁରନ୍ତ ନ୍ୟାୟ ପ୍ରଦାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇ ବାକୁ ଚେତାବନୀ ଦେଇଥିଲେ କ୍ଷ . କ୍ଷ ଯଦି ତୁରନ୍ତ ସମ୍ପୃକ୍ତକ୍ଷ ଯୁବତୀ କୁ ନ୍ୟାୟ ନମିଳେ ତେବେ ଆଗାମୀ ଦିନରେ ମାହାଙ୍ଗା ଥାନା ସମ୍ମୁଖରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି