ଆସନ୍ତା କାଲିଠାରୁ ଦୁଇଦିନ ଖୋଲା ରହିବ ସଚିବାଳୟ ଉଦ୍ୟାନ ଓଡିଶା By Reporters Today Bureau On Jan 25, 2019 0 Share (ଅନୁସ୍ୱୟା/ଭୁବନେଶ୍ୱର):ଆସନ୍ତା କାଲିଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ହେବ ସଚିବାଳୟ ଉଦ୍ୟାନ । ଜାନୁଆରୀ୨୬ଓ ୨୭ ଦୁଇ ଦିନ ଧରି ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ ।ଜନସାଧାରଣ ଏହି ସମୟ ମଧ୍ୟରେ ସଚିବାଳୟ ପରିଦର୍ଶନ କରିପାରିବେ । bbsrOdishaReporters Today 0 Share FacebookTwitterGoogle+ReddItWhatsAppPinterestEmail