ରାଜଧାନୀ ଭୁବନଶ୍ୱର ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା । ରଙ୍ଗ୍ ରୁଟ୍ରେ ଆସି ଏକ କାର୍ ଦୁଇ ବାଇକକୁ ଧକ୍କା ଦେଇଥିଲା । ଯାହାପରେ ଉକ୍ତ କାର୍ ଟି ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା ।