ଝାଡଖଣ୍ଡରେ ପହଞ୍ଚିଛି  ଶିମିଳିପାଳର ବାଘୁଣୀ ‘ଜିନ୍ନତ’

0

ଭୁବନେଶ୍ୱର : ଝାଡଖଣ୍ଡରେ ପହଞ୍ଚିଛି  ଶିମିଳିପାଳର ବାଘୁଣୀ ‘ଜିନ୍ନତ’ । ଏନେଇ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ଏହାସହ ଏକ ସ୍ୱତନ୍ତ୍ର ଟିମ୍‌ ଝାଡଖଣ୍ଡରେ ଜିନ୍ନତ ଉପରେ ନଜର ରଖିଛି । ଗତ ନଭେମ୍ବରରେ ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରୁ ବାଘୁଣୀ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା ।