“ଅପରେସନ ସିନ୍ଦୁର”କୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଏକ୍ସ ଆକାଉଣ୍ଟରେ ଭାରତୀୟ ସେନା ଉଦ୍ଦେଶ୍ୟରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ସହିତ ଅଛୁ। ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ। ଜୟ ହିନ୍ଦ। ଭାରତ ମାତାକୀ ଜୟ।
हमारी संस्कृति में ‘सिंदूर’ सिर्फ परंपरा नहीं, बल्कि त्याग और संकल्प का प्रतीक है। यही भावना हमारे सैनिकों के मन में भी है।
भारत अब सिर्फ बचाव नहीं कर रहा — बल्कि आतंकवाद को जड़ से खत्म करने के लिए दृढ़तापूर्वक आगे बढ़ रहा है।
हम सेना के साहस को नमन करते हैं।
हम सेना के साथ…— Mohan Charan Majhi (@MohanMOdisha) May 7, 2025