ସିଙ୍ଗାପୁର ରାଷ୍ଟ୍ରପତିଙ୍କ ପାଇଁ କଡା କଡି ସୁରକ୍ଷା ବ୍ୟବସ୍ଥା

0

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ ।  ମୁତୟନ ହେବେ 40ପ୍ଲାଟୁନ ପୋଲିସ ଫୋର୍ସ।  ବିମାନବନ୍ଦର ଠାରୁ ହୋଟେଲ ୱେଲକମ ସମେତ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟକ୍ରମ ରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।  ଏନେଇ ପୋଲିସ ପକ୍ଷରୁ କାର୍କେଡ଼ ରିହଲସଲ କରାଯାଇଛି।  ଆସନ୍ତାକାଲି  ଦିନ 11 ଟା ବିମାନବନ୍ଦର ରେ ପହଂଚିବା ପରେ ହୋଟେଲ wlcm ଯିବେ ସିଙ୍ଗାପୁର ରାଷ୍ଟ୍ରପତି। ପରେ ଅପରାହ୍ନ 4 ଟା ରୁ 5:30 ପର୍ଯ୍ୟନ୍ତ ମଞ୍ଚେଶ୍ୱର ଥିବା ୱାର୍ଲଡ ସ୍କିଲ ସେଣ୍ଟର କୁ ଯିବେ।  ସନ୍ଧ୍ୟା 7:20pm କଳାଭୂମି ଯିବାର କାର୍ଯ୍ୟକ୍ରମ ରହିଛି।  ପରେ 18 ତାରିଖ ରେ 2:30 ରେ ଯିବେ ଭରତପୁର ରେ ଥିବା ଭାରତ ଵୟୋଟିକ ଯିବେ ସିଙ୍ଗାପୁର ରାଷ୍ଟ୍ରପତି।