ନିଟ ୟୁଜି ୨୦୨୫ ପରୀକ୍ଷାରେ ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର

0

ନୂଆଦିଲ୍ଲୀ-: ନିଟ ୟୁଜି ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଲା । ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ neet.nta.nic.in ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ । ଏହି ବର୍ଷ ରାଜସ୍ଥାନର ମହେଶ କୁମାର NEET ପରୀକ୍ଷାରେ ଟପ କରିଛନ୍ତି । ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ ରହିଛନ୍ତି ।