ପୁଅ କ୍ରିକେଟ ତାରକା, ହେଲେ ବାପା ଉଠାଉଛନ୍ତି ସିଲିଣ୍ଡର

0

ବ୍ୟରୋ : ଯଦି କେଉଁ ଖେଳାଳି ଭାରତିୟ କ୍ରିକେଟ ଟିମରେ ନିଜ ସ୍ଥାନ ବନେଇନିଏ ତେବେ ତାଙ୍କୁ ସବୁ କ୍ରିକେଟର ଏକ ତାରକା ମାନିବାରେ ଲାଗନ୍ତି । ସେମାନଙ୍କ ଉପରେ ଟଙ୍କାର ବର୍ଷା ହେବାର ଲାଗେ । ଅନେକ ବିଜ୍ଞାପନ ମିଳିବାକୁ ଲାଗେ । ଭାରତୀୟ ଦଳର ଏମିତି ଏକ ଖେଳାଲି ଯିଏ IPL-୨୦୨୩ ରେ ଧମାଲ କରିବା ପରେ ଭାରତୀୟ କ୍ରକେଟ ଦଳରେ ଚୟନ ହେଇଛନ୍ତି ଏହା ପରେବି ତାଙ୍କ ବାପା ସିଲିଣ୍ଡର ଉଠେଇବା କାମ କରନ୍ତି ।

IPL -୨୦୨୩ ରେ କୋଲକାତା ନାଇଟରାଇଡର୍ସଙ୍କ ପାଇଁ ଖେଳି ଶେଷ ଓଭରରେ ଲଗାତାର ୫ ଛକା ମାରି କ୍ରକେଟ ପ୍ରେମୀଙ୍କ ପାଇଁ ହୃଦୟ ଜିତିଥବା ରିଙ୍କୁ ସିଂଙ୍କୁ IPLରେ ଭଲ କରିଥିବାର ପ୍ରସଂସା ମିଳିଥିଲା ।ରାତାରାତି ହିରୋ ବନିଥିବା ରାଙ୍କୁ ସିଂ ଙ୍କୁ ଏସୟାନ ଗେମ୍ସ ପାଇଁ ଭାରତୀୟ ଟିମରେ ସ୍ଥାନ ।

ରିଙ୍କୁ IPL ଏବଂ ଏହିପରି କିଛି ଫାଷ୍ଟକ୍ଲାସ ମ୍ୟାଚ ଖେଳି ଏକ ନୂଆ ଘର ବନେଇଛନ୍ତି ଯେଉଁଥିରେ ତାଙ୍କ ସହ ତାଙ୍କ ପୁରା ପରିବାର ରୁହନ୍ତି । ରିଙ୍କୁ ବର୍ତ୍ତମାନ ଏକ ଇଣ୍ଟରଭ୍ୟୁ ଜରିଆରେ କହିଛନ୍ତି ତାଙ୍କ ଏବେବି ସିଲିଣ୍ଡର ଉଠାନ୍ତି । ସେ ରିଙ୍କୁଙ୍କ କଥା ମାନନ୍ତି ନାହିଁ । ରିଙ୍କୁ କହିଛନ୍ତି, ସେ ବାପାଙ୍କୁ ଆରମ କରିବା ପାଇଁ କହିଛନ୍ତି କିନ୍ତୁ ସେ ତାଙ୍କ କଥା ନ ମାନି ଏବେ ବି ସିଲିଣ୍ଡର ଦେବା ପାଇଁ ଯାନ୍ତି । ତାଙ୍କୁ ଏବେବି କାମ କରିବାରେ ବହୁତ ଭଲଲାଗେ । ଯଦି କିଏ ନିଜ ଜିବନକାଳରେ କେବଳ କାମ କରିଥାଏ ତେବେ ତାଙ୍କୁ ଆରାମ କରିବା ଭଲଲାଗିନଥାଏ । କର୍ମକୁ ହିଁ ନିଜ ଜିବନର ସବୁକିଛି ମାନି ନୟନ୍ତି ।