କଳାସି ଯାତ୍ରା ଉପଲକ୍ଷେ ଏକ କାହାଣୀ ପରିବେଷଣ

0

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର କମିରା ଗ୍ରାମରେ କଳାସି ଯାତ୍ରା ଉପଲକ୍ଷେ ଏକ ସାମାଜିକ ନାଟକ ‘ ଏଯୁଗର ନୂଆ କାହାଣୀ’ ପରିବେଷଣ କରାଯାଇଥିଲା । ଏହି ନାଟକ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , ସମ୍ମାନିତ ଅତିଥି ସୋନପୁର ପୂବତନ ବିଧାୟକ ବିନୋଦ ପାତ୍ର କମିରା ସରପଞ୍ଚ ଶ୍ରୀକୃଷ୍ଣ ପ୍ରଧାନ, ଖଣ୍ଡହତା ସଭାପତି ସଦାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ଥିଲେ।ପରେ କମିଟି ପକ୍ଷରୁ ଏକ ସାମାଜିକ ନାଟକ ପରିବେଷଣ କରାହୋଇଥିଲା ।ଯାହାକୁ ନିଦ୍ଧେଶନା ଦେଇଥିଲେ ବିଷ୍ଣୁ ପ୍ରସାଦ ପରିଡ଼ା।ଅଭିନୟ ରେ ଥିଲେ।ଅଚୁତାନନ୍ଦ ସାହୁ, ପ୍ରସାନ୍ତ ପଧାନ ଓ ଅନ୍ୟାନ୍ୟ କଳାକାର ମାନେ ।ଏହାକୁ ହଜାର ହଜାର ଦଶକ ମନୋଭରି ବିଳମ୍ବିତ ରାତି ପଯନ୍ତ ଉପଭୋଗ କରିଥିଲେ।