( ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡିଶା ଶିକ୍ଷା ସଂଘ ପକ୍ଷରୁ ବିଭିନ୍ନ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କେଡର ରୁଲ ଲାଗୁ କରିବା ଦାବୀରେ ସଂଘର ସମସ୍ତ ସଦସ୍ୟ ଜିଲ୍ଲାପାଳ କୁଂ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ୨୫ ତାରିଖ ସୁଦ୍ଧା ଦାବୀ ପୁରଣ ନ ହେଲେ ୨୬ ତାରିଖ ରୁ ସଂଘ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି ।