ସୁବର୍ଣ୍ଣପୁରରେ ମହମ୍ମଦଙ୍କ ଜୟନ୍ତୀ ପାଳିତ

0

(ଓମ୍ ପ୍ରକାଶ ମିଶ୍ର): ଆଜି ହେଉଛି ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ମଝିପଡା ମହଜୀତ୍ ଛକଠାରେ ଆଜି ମୁସଲମାନ ସପ୍ରଦାୟ ର ଶ୍ରଦ୍ଧାଳୁ ମନେ ମହମ୍ବଦ ଙ୍କ ଜୟନ୍ତୀ ପାଳନ କରାଯାଇଛି।ମହାପୁରୁଷ ମହମ୍ବଦ ପୂଣ୍ୟ ତିଥିରେ ମସଜିଦ ମାନଙ୍କର ସମୁହ ନମାଜ ପାନ ସହ ସ୍ୱତନ୍ତ୍ର ଜୁଲୁସ୍ ସହରର ପରିକ୍ରମା କରାଯାଇଛି।ଏହି ଅବସରରେ ମହମ୍ବଦ ଙ୍କ ମାନବ ଧମ ,ତ୍ୟାଗ ଓ ଧମବାଣି ଉପରେ ମୁସଲମାନ ଧମଗୁରୁ ମାନେ ବୈ।ଧିକ ଚଚ୍ଚା କରିଛନ୍ତି। ଏହି ଉପଲକ୍ଷେ ମୁସଲମାନ ମାନେ ଏକ ରାଲି କରିଥିଲେ ।