ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସ୍ଥିତ ଲଛିପୁର ଥାନା ଲୁପୁରସିଂହା ହତ୍ୟା ଘଟଣା ର ସୋନପୁର ପୋଲିସ ପର୍ଦ୍ଦାଫାଶ କରିବା ବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ତା ସହ ଟାଜି ଟାଙ୍ଗିଆ ଓ ବାଉଁଶ ବାଡ଼ି ଜବତ ଜବତ କରିଛି ପୋଲିସ। ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ପୁର ଜିଲ୍ଲା ଆଗ ଆରକ୍ଷୀ ଅଧୂକ୍ଷକ ରାମ ପ୍ରସାଦ ସାହୁ। ପୂର୍ବ ଶତ୍ରୁତାକୁ ନେଇ ହୋଇମୂଳ ଚୂଲା ହତ୍ୟାକାଣ୍ଡ। ସୂଚନା ଅନୁସାରେ ଅଭିଯୁକ୍ତ ଓ ମୃତକ ଜଣେ ମାଲିକଙ୍କ ଜମିକୁ ଭ ଭାଗ ଚାଷ କରୁଥିଲେ। ତେବେ ଉଭୟେ ସମସ୍ତ ଜମିକୁ ଏକା ଚାଷ କରିବାକୁ ଚାହୁଁଥିବା ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । ଗତ ସୋମବାର ସନ୍ଧ୍ୟା ସମୟରେ ପାଣି ମଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ଅଭି ଅଭିଯୁକ୍ତ ମାନେ ପୁଅ ଓ ଝିଅ ଙ୍କ ଆଖୁ ସାମନାରେ କାର୍ତ୍ତିକ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆରକ୍ଷୀ ଅଧୂକ୍ଷକ ରାମ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନୁ କରି ଲଛିପୁର ପୋଲିସ ଅଭିଯୁକ୍ତ ଦଇତାରୀ ପଧାନ ଓ ଶୁକୃ ଭୁଏ ଙ୍କୁ ଲଛିପୁର ଥାନା ଗିରଫ କରିଥିବାବେଳେ ଅଭିଯୁକ୍ତ ରାମ ଭୁଏ ଫେରାର ଥିବା ସୂଚନା ମିଳିଛି ।