(ଓମ୍ ପ୍ରକାଶ ମିଶ୍ର) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଚେରୀ ଛକ ଠାରେ ପ୍ରଥପ୍ରାନ୍ତ ନାଟକ ପରିବେଷଶ କରାଯାଇଥିଲା । ବ୍ୟାଙ୍କ ଋୁଣ , ମୋଟର ଦୁର୍ଘଟଣା, ପାରିବାରିକ ସମସ୍ୟା କିପରି କମିବ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଜିଲ୍ଲା ବରିଷ୍ଠ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ରାଜ୍ କୁମାର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ , ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ଆଇନ ସେବା ପ୍ରାଧିକରଣ ଦେଓଆନି ଜଜ୍ ସନ୍ଦିପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।