ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍ କାଙ୍ଗ ପାଇବେ ନୋବେଲ

0

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା।  ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୫୩ ବର୍ଷୀୟା ହାନ୍‌ କାଙ୍ଗ୍‌ ଜୀବନଧର୍ମୀ ଆଧ୍ୟାତ୍ମିକ ଲେଖା ପାଇଁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ।। ଏହି ଗଦ୍ୟ ଐତିହାସିକ ଆଘାତ ଏବଂ ମାନବ ଜୀବନର ଦୁର୍ବଳତା ଉପରେ ଆଲୋକପାତ କରିଥାଏ।