(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ଟି ୨୦ ସିରିଜରେ ପ୍ରଥମ ମ୍ୟାଚ ଆମେରିକାର ଫ୍ଲୋରିଡ଼ାରେ ଖେଳାଯିବ । ଏହି ସିରିଜରେ ୨ ଟି ମ୍ୟାଚ ଫ୍ଲୋରିଡ଼ାରେ ଖେଳାଯିବ । ଏହି ସିରିଜରେ ୨ ଟି ମ୍ୟାଚ ଫ୍ଲୋରିଡ଼ରେ ସେଣ୍ଟ୍ରାଲ୍ ବ୍ରୋୱାର୍ଡ଼ ଟର୍ଫ ଗ୍ରାଉଣ୍ଡରେ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ଫ୍ଲୋରିଡାରୁ ସିଧାପ୍ରସାରଣ କରାଯିବ। ସୋନି ସିକ୍ସ, ସୋନି ଟେନ ୧,ସୋନି ଟେନ ୩ ଓ ସୋନି ଇଏସନପିଏନ ଚ୍ୟାନେଲରେ ଏହି ଖେଳ ସିଧାପ୍ରସାରଣ କରାଯିବ। ସୋନି ଆପ୍ ମାଧ୍ୟରେ ଅନଲାଇନରେ ମଧ୍ୟ ଦେଖିପାରିବେ।
ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଟିମ ଖେଳାଳି ହେଲେ
ରୋହିତ ଶାର୍ମା, ବିରାଟ କୋହଲି(ଅଧିନାକୟ), ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ଋଷଭ ପନ୍ତ, ମନିଷ୍ ପାଣ୍ଡେ, ରବିନ୍ଦ୍ର ଜାଡେଜା, ପାଣ୍ଡିୟା, ରାହୁଲ ଚାହର, ଭୁବନେଶ୍ବର କୁମାର ଓ ଖଲିଲ୍ ଅହମ୍ମଦ
ପ୍ରଥମ ଟି-୨୦ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଖେଳାଳି ହେଲେ
କ୍ରିସ ଗେଲ,ସାଇ ହୋପ, ନିକୋଲାସ ପୋରନ,ଶିମୋରାନ ହେଟମାୟାର, ଜସନ ହୋଲଡର, କାର୍ଲୋସ ବ୍ରେଥଓ୍ବେଥ୍, ଅଶଲେ ନର୍ସ, ଏଭିନ ଲୁଇସ, କେମାର ରୋଚ, ସେଲଡନ କୋଟ୍ରେଲ ଓ ଓ୍ବସନ ଥୋମାସ୍ ।