କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ । ୨୦୨୫ ଜିମ୍ନାଷ୍ଟିକ୍ସ ଏସୀୟ ଚାମ୍ପିଅନସିପରେ ସିନିୟର ମହିଳା ଭଲ୍ଟରେ କାଂସ୍ୟ ଜିତିଥିବାରୁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଏବଂ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ୭୫,୦୦୦ ଟଙ୍କା ପୁରସ୍କାର ସହିତ ସମ୍ମାନିତ କରିଥିଲେ। ସେହିଭଳି ୩୮ତମ U9 ଚେସ୍ ଚାମ୍ପିଅନସିପ ୨୦୨୫ରେ, ପ୍ରୋ-ଚେସ୍-ଟିଏର କ୍ୟାଡେଟ୍ ସାତ୍ତ୍ୱିକ ସ୍ୱାଇଁଙ୍କୁ ୩୦,୦୦୦ ଟଙ୍କା ପୁରସ୍କାର ସହିତ ସମ୍ମାନିତ କରିଥିଲେ।