ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଜାଲରେ ଝଞଇ ଡେପୁଟି କମିଶନର । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ରେଡ୍ । କଟକ ଝଞଇ ଡେପୁଟି କମିଶନର ପ୍ରଦୀପ ମହାନ୍ତି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ୯ଟି ସ୍ଥାନରେ ଏକାକାଳୀନ ଚଢାଉ ଜାରୀ । ଭରବଙ୍କନଶ୍ୱର, ଖୋର୍ଦ୍ଧା,ପୁରୀ, ନୟାଗଡ ଓ କଟକରେ ରେଡ୍ । ଭରବଙ୍କନଶ୍ୱର ଚନ୍ଦ୍ରଶେଖରପୁର ଓ ରଘୁନାଥପୁରରେ ରେଡ୍ । ଭରବଙ୍କନଶ୍ୱର ଗୋବିନ୍ଦପ୍ରସାଦରେ ୫ ମହଲା ବିଶିଷ୍ଟ ବିଲ୍ଡିଂ ଠାବ । ମଳିପଡାରେ ସମ୍ପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପରେ ରେଡ୍ । ନୟାଗଡ କୁଶପଲ୍ଲାରେ ଥିବା ଫାର୍ମ ହାଉସରେ ରେଡ୍ । ଖୋର୍ଦ୍ଦ ଟାଙ୍ଗୀ ସ୍ଥିତ ପୈତୃକ ଘରେ ଚଢାଉ । ପୁରୀ ବାଲିଖଣ୍ଡରେ ନିର୍ମାଣଧୀନ ବିଲ୍ଡିଂରେ ରେଡ୍ । କଟକ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଚଡାଉ ।