ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

0

ଭୁବନେଶ୍ୱର: 4 ଟି ପର୍ଯାୟ ନିର୍ବାଚନ ରେ ଅଢେଇ କୋଟି ରୁ ଅଧିକ ଭୋଟର ଙ୍କ ମତଦାନ | 2019 ତୁଳନା ରେ 2024 ରେ ବଢିଛି ଭୋଟ ମତଦାନ | 2019 ରେ 73.09% ଓ 2024 ରେ 74.44% ମତଦାନ ହୋଇଛି |ପୁରୁଷ 73.03%,ଓ 75.55 %ମହିଳା ଭୋଟର |

2024 ସାଧାରଣ ନିର୍ବାଚନ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ | 2024 ସାଧାରଣ ନିର୍ବାଚନ ରେ ଅଢେଇ କୋଟି ଭୋଟର ଙ୍କ ମତଦାନ ହୋଇଛି | 70 ଟି ଭୋଟ ଗଣତି କେନ୍ଦ୍ର ରେ ହେବ ଭୋଟ ଗଣତି | 69 ଟି ସେଣ୍ଟର ରେ EVM କାଉଣ୍ଟ ହେବ | 60 ଟି ହଲ ରେ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ର ର ଭୋଟ ଗଣତି ହେବ | ଭାରତୀୟ ନିର୍ବାଚନ କମିଶନ ଙ୍କ ତରଫ ରୁ 124 ଜଣ ଅବଜରର୍ଭର ନିଯୁକ୍ତି ହୋଇଛନ୍ତି | ଛତ୍ରପୁରରେ ଆସ୍କା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ର ପୋଷ୍ଟାଲ ବ୍ୟାଲେଟ ଗଣତି ହେବ | 1 ଲକ୍ଷ 46 ହଜାର ପୋଷ୍ଟାଲ ବ୍ୟାଲେଟ ଗଣତି ହେବ | ପ୍ରତି ଟେବଲ ରେ 500 ବ୍ୟାଲେଟ ଗଣତି ହେବ |  3589 evm କାଉଣ୍ଟ ଟେବଲ ରହିଛି | 8 ଟି ବିଧାନସଭା ରେ ରାଉଣ୍ଡ ସଂଖ୍ୟା 30 ରୁ ଅଧିକ | ସମସ୍ତ କାଉଁଟିଙ୍ଗ ସେଣ୍ଟର ରେ ସିସିଟିଭି ଓ AC ର ବ୍ୟବସ୍ଥା ହୋଇଛି |  60 କମ୍ପାନୀ ଓ 1 କମ୍ପାନୀ CAPF ମୃତୟନ ହୋଇଛନ୍ତି| ଆଉ 89 କମ୍ପାନୀ ଅଧିକ CAPF ମୃତୟନ ହେବେ | ପୋଷ୍ଟାଲ ବ୍ୟାଲେଟ ଗଣତି 8 ଟାରେ ଏବଂ ଏହାର ଅଧଘଣ୍ଟା ପରେ EVM ଗଣତି ହେବ | 6 ତାରିଖ ଯାଏଁ 16 କମ୍ପାନୀ CAPF ମୃତୟନ ହେବେ | ଭୋଟ ଗଣତି କେନ୍ଦ୍ର ରେ ଆମ୍ବୁଲାନ୍ସ ଓ ଡାକ୍ତର ନିଯୁକ୍ତି ରହିବେ |