ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ କଲେ ରାଜ୍ୟ ସରକାର ଓଡିଶା By Minu Sahoo On Mar 28, 2025 0 Share ଭୁବନେଶ୍ୱର: ପ୍ରଦୀପ ଜେନା OERC ଅଧ୍ୟକ୍ଷ । ପ୍ରଦୀପ ଜେନାଙ୍କୁ OERC ଅଧ୍ୟକ୍ଷ କଲେ ରାଜ୍ୟ ସରକାର । ପୂର୍ବତନ ସୁଖ୍ୟ ଶାସନ ସଚିବ ଥିଲେ ପ୍ରଦୀପ ଜେନା । ସୁରେଶ ମହାପାତ୍ରଙ୍କ ଅବସର ପରେ ଖାଲି ପଡିଥିଲା ଅଧ୍ୟକ୍ଷ ପଦ । BhubaneswarOdishareporterstoday 0 Share FacebookTwitterGoogle+ReddItWhatsAppPinterestEmail