ରତ୍ନ ଭଣ୍ଡାରରେ ଅଳଙ୍କାରର ତଥ୍ୟ ସାର୍ବଜନୀନ କରିବେ ରାଜ୍ୟ ସରକାର: ଆଇନ ମନ୍ତ୍ରୀ

0

ଭୁବନେଶ୍ୱର: ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ରହିଛି ଖୁବଶୀଘ୍ର ତଥ୍ୟ ସାର୍ବଜନୀନ କରିବେ ରାଜ୍ୟ ସରକାର । ଗଣତି ମଣତି ଶେଷ ହେବା ପରେ ରତ୍ନ ଭଣ୍ଡାରରେ କେତେ ଅଳଙ୍କାର ରହିଛି ତାର ତଥ୍ୟ ଦିଆଯିବ ବୋଲି ବିଧାନସଭାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ମରାମତି କାର୍ଯ୍ୟ । ଶେଷ ହେବା ପରେ ଆରମ୍ଭ ହେବ ରତ୍ନ ଭଣ୍ଡାରର ଗଣତି ମଣିତି । ଶେଷ ଥର ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯାଇଥିଲ ରତ୍ନଭଣ୍ଡାର ।