କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଣ୍ଟ: MOU ସ୍ଵାକ୍ଷର କଲା JSW ଓଡିଶା By Minu Sahoo On Jan 28, 2025 0 Share ଭୁବନେଶ୍ୱର: କେନ୍ଦୁଝର ରେ ହେବ ଷ୍ଟିଲ ପ୍ଲାଣ୍ଟ |ସରକାର ଙ୍କ ସହ MOU ସ୍ଵାକ୍ଷର କଲା JSW | କେନ୍ଦୁଝରରେ ଆଇରନର ବେଲ୍ଟ ଥିବାରୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ | 5 ମିଲିୟନ ଟନ ଉତ୍ପାଦନ ପ୍ଲାଣ୍ଟ ହେବ | ପୋଷ୍କ ସହ କରିବୁ କି ଆମେ ନିଜେ କରିବୁ ପରେ ନିଷ୍ପତ୍ତି ନେବୁ | BhubaneswarOdishareporterstoday 0 Share FacebookTwitterGoogle+ReddItWhatsAppPinterestEmail