(ତ୍ରିଲୋଚନା / ରିପୋର୍ଟସ ଟୁଡ଼େ ) : ତୀବ୍ର ହେବାରେ ଲାଗିଛି ମୁଖ୍ୟମନ୍ତ୍ରୀ ପାଇଁ ଥିବା ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗ । ବିଜେଡି ମୁଖପାତ୍ର ପ୍ରତାପ ଦେବ ନିଜ ମନ୍ତବ୍ୟରେ କହିଥିଲେ ଜାଲ ଚିଠି ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ଭାରତୀୟ ଜନତା ପାର୍ଟି । ଯାହାକୁ ଖଣ୍ଡନ କରିଛନ୍ତି ବିଜେପି ମୁଖ୍ୟପାତ୍ର ପିତାମ୍ବର ଆଚାର୍ଯ୍ୟ । ବିଜେଡ଼ି ଏହି ପ୍ରସଙ୍ଗରେ ମିଛ କହୁଥିବା କହିଛନ୍ତି ଆଚାର୍ଯ୍ୟ । କର୍ଣ୍ଣାଟକରେ ଚିଠି ବିଜେପି ନୁହେଁ ଜେଡ଼ିଏସ ଦେଇଥିବା ଦେଇଥିବା ଖବରରୁ ପ୍ରକାଶ । ବିଜେପି ନଁ ରେ ଅଭିଯୋଗ ଆଣିବା ପୁର୍ବରୁ ତର୍ଜମା କରିବା । ଥିଲା । ଡ଼ିଜିପ ଗୁଇନ୍ଦା ମୁଖ୍ୟ କମିଶନରଙ୍କୁ ବି ବ୍ୟବହାର କରାଯାଇଛି । ନାର୍ବାଚନ ବେଳେ ଡିଜିପି କମିଶନର ରାଜ୍ୟ ସରକାରଙ୍କ ଅଧୀନସ୍ଥ ନୁହନ୍ତି । ଏ ଚିଠି ନେଇ ରାଜ୍ୟ ସକରାର ତଦନ୍ତ କରିବେ ବୋଲି କହୁଛନ୍ତି । ତେଣୁ କରି ପିତାମ୍ବର ସରକାରଙ୍କୁ ର୍ଟଗେଟ କରି କହିଛନ୍ତି କି ଦମ୍ ଅଛି ବିଜେପିକୁ ବାନ୍ଧ ।