କେନାଲରେ ବୁଡି ଜଣେ ଛାତ୍ର ମୃତ

0

( ମମତା ସାମଲ): କେନ୍ଦ୍ରପଡା ଜିଲ୍ଲା ନୋଳସାହି ଗ୍ରାମରେ ଘଟିଛି ଅଘଟଣ । ଛାତ୍ର କେନାଲରେ ଗାଧୋଉଥିବାବେଳେ ଗୋଡ ଖସିଯାଇ ୮ ବର୍ଷର ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସୁଧର ମଲ୍ଲିକଙ୍କ ପୁଅ ତୁଷାର ମଲ୍ଲିକ ବୋଲି ଜଣାପଡିଛି ।