ଭୁବନେଶ୍ୱର;ଘରୋଇ ଶିକ୍ଷା ଅନୁଷ୍ଠାନ ରେ ଛାତ୍ରୀଙ୍କ ଆତ୍ମହତ୍ୟା ।ମୃତ ଛାତ୍ରୀଙ୍କ ଘର ନେପାଳ ଅଞ୍ଚଳରେ ।ଲେଡ଼ିଜ ହଷ୍ଟେଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ।ପୁରୁଷ ବନ୍ଧୁ ଥାନାରେ ଅଟକ ।ଇନଫୋସିଟି ଥାନା ଆଗରେ ଛାତ୍ର ଛାତ୍ରୀଙ୍କ ଧାରଣା ।୩ ବର୍ଷ ହେବ ପୁରୁଷ ବନ୍ଧୁ ସହ ପ୍ରେମ ସମ୍ପର୍କ ଥିଲା ।ଘଟଣା ସ୍ଥଳରେ ପୋଲିସ ପହଂଚି ଛାନବିନ ଆରମ୍ଭ କରିଛି ।ଛାତ୍ରୀଙ୍କ ମୃତ ଦେହ କୁ ପୋଲିସ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।